ଏହି readme ଫାଇଲର ନୂତନତମ ଅଦ୍ୟତନ ପାଇଁ, http://www.openoffice.org/welcome/readme.html କୁ ଦେଖନ୍ତୁ
ଏହି ପୋଗ୍ରାମ ବିଷଯରେ ଗୁରିତ୍ବପୂର୍ଣ୍ଣ ସୂଚନା ଏହି ଫାଇଲରେ ଅଛି।ଦଯାକରି କାର୍ୟ୍ଯ ଆରମ୍ଭ କରିବା ପର୍ବରୁ ଏହି ସୂଚନାକୁ ଭଲଭାବରେ ପଢନ୍ତୁ।
ଏହି ଉତ୍ପାଦନର ଉନ୍ନତି ପାଇଁ ଦାୟୀ, OpenOffice.org ସମ୍ପ୍ରଦାୟ, ଆପଣଙ୍କୁ ଏହାର ସଦସ୍ୟ ଭାବରେ ଅଂଶଗ୍ରହଣ କରିବା ପାଇଁ ଆମନ୍ତ୍ରଣ କରିଥାଏ। ନୂତନ ଚାଳକ ଭାବରେ, ଆପଣ OOo-dev ସାଇଟକୁ ଚାଳକ ସୂଚନା ସହାୟତାରେ http://www.openoffice.org/about_us/introduction.html ରେ ଯାଞ୍ଚ କରିପାରିବେ
OpenOffice.org ପ୍ରୋଜେକ୍ଟରେ ଜଡିତହେବା ବିଷୟରେ ନିମ୍ନ ବିଭାଗଗୁଡିକୁ ମଧ୍ଯ ପଢନ୍ତୁ।
OOo-dev ସମସ୍ତଙ୍କ ଦ୍ୱାରା ବ୍ୟବହାର ପାଇଁ ମୁକ୍ତ। ଆପଣ OOo-devର ଏହି ପ୍ରତିଲିପିକୁ ନେଇପାରିବେ ଏବଂ ଆପଣଙ୍କ ପସନ୍ଦ ଅନୁସାରେ ଏକାଧିକ କମ୍ପୁଟରରେ ସ୍ଥାପନ କରିପାରିବେ, ଏବଂ ଏହାକୁ ଯେକୌଣସି ଉଦ୍ଦେଶ୍ୟରେ ବ୍ୟବହାର କରିପାରିବେ, ଯେପରିକି (ବ୍ୟାପାରିକ, ସରକାରୀ, ସରକାରୀ ପ୍ରଶାସକ ଏବଂ ଶିକ୍ଷା)। ଅଧିକ ବିବରଣୀ ପାଇଁ OOo-dev କିମ୍ବା http://www.openoffice.org/license.html ସହିତ ପ୍ରଦତ୍ତ ଅନୁମତି ପତ୍ରକୁ ଦେଖନ୍ତୁ
OOo-dev ସମସ୍ତଙ୍କ ଦ୍ୱାରା ବ୍ୟବହାର ପାଇଁ ମୁକ୍ତ। ଆପଣ OOo-devର ଏହି ପ୍ରତିଲିପିକୁ ନେଇପାରିବେ ଏବଂ ଆପଣଙ୍କ ପସନ୍ଦ ଅନୁସାରେ ଏକାଧିକ କମ୍ପୁଟରରେ ସ୍ଥାପନ କରିପାରିବେ, ଏବଂ ଏହାକୁ ଯେକୌଣସି ଉଦ୍ଦେଶ୍ୟରେ ବ୍ୟବହାର କରିପାରିବେ, ଯେପରିକି (ବ୍ୟାପାରିକ, ସରକାରୀ, ସରକାରୀ ପ୍ରଶାସକ ଏବଂ ଶିକ୍ଷା)। ଅଧିକ ବିବରଣୀ ପାଇଁ OOo-dev ସହିତ ପ୍ରଦତ୍ତ ଅନୁମତି ପତ୍ରକୁ ଦେଖନ୍ତୁ କିମ୍ବା
ଯଦି ଆପଣ ସେମାନଙ୍କ ଉଦ୍ଦ୍ୟମକୁ ପ୍ରତ୍ସାହିତ କରନ୍ତି, ଏବଂ ଭବିଷ୍ୟତରେ OpenOffice.org କୁ ଚାଲୁ ରଖିବେ ବୋଲି ନିଶ୍ଚିତ କରନ୍ତି, ତେବେ ଦୟାକରି ଏହି ପ୍ରକଳ୍ପରେ ଅବଦାନ କରନ୍ତୁ - ବିସ୍ତୃତ ବିବରଣୀ ପାଇଁhttp://contributing.openoffice.org କୁ ଦେଖନ୍ତୁ। ସମସ୍ତଙ୍କୁ କିଛି ଅବଦାନ କରିବା ଉଚିତ।
Solaris 10 ପ୍ରଚାଳନ ତନ୍ତ୍ର (SPARC platform) କିମ୍ବା ତଦୁର୍ଦ୍ଧ
256 MB RAM (512 MB RAM ପରାମର୍ଶିତ)
1.55 GB ପର୍ଯ୍ୟନ୍ତ ହାର୍ଡଡିସ୍କ ଖାଲିଅଛି
1024x768 ବିଭେଦନ ସହିତ X ସର୍ଭର (ଉଚ୍ଚ ବିଭେଦନ ପରାମର୍ଶିତ), ଅତିକମରେ 256 ରଙ୍ଗ ସହିତ
ୱିଣ୍ଡୋ ପରିଚାଳକ
Gnome 2.6 କିମ୍ବା ତଦୁର୍ଦ୍ଧ, gail 1.8.6 ଏବଂ at-spi 1.7 ପ୍ୟାକେଜଗୁଡ଼ିକ ସହିତ, ସହାୟକ ପ୍ରଯୁକ୍ତିଜ୍ଞାନ ଉପକରଣଗୁଡ଼ିକୁ (AT ଉପକରଣଗୁଡ଼ିକୁ) ସମର୍ଥନ ଦେବା ପାଇଁ ଆବଶ୍ୟକ ହୋଇଥାଏ
ଦଯକରି ନିଶ୍ଚିତ ହୁଅ ଆପଣଙ୍କ ସିସ୍ଟମର କ୍ଷଣସ୍ଥାଯୀ ବିବରଣୀପଞ୍ଜିକାରେ ଆପଣଙ୍କପାଖରେ ୟଥେଷ୍ଟ ମାଗଣା ସ୍ମୃତିଶକ୍ତି ଅଛି ଏବଂ ତାହା ପଢିବା, ଲେଖିବା, ଏବଂ ଚାଲୁ ପ୍ରବେଶ ଅଧିକାରଗୁଡିକ ପ୍ରଦାନ କରାୟାଇଛି।ପ୍ରତିଷ୍ଠାପନକୁ ଆରମ୍ଭ କରିବା ପୂର୍ବରୁ ସବୁ ଅନ୍ଯ ପୋଗ୍ରାମ ଗୁଡିକୁ ବନ୍ଦକର।
Berkeley ତଥ୍ୟାଧାର ଯନ୍ତ୍ରକୁ OOo-devର ଏହି ସଂସ୍କରଣରେ ଉନ୍ନତ କରାଯାଇଥାଏ। ତଥ୍ୟାଧାର ଯନ୍ତ୍ର ଚାଳକ ତଥ୍ୟ ସହିତ ସ୍ଥାପିତ ଅନୁଲଗ୍ନଗୁଡ଼ିକରେ OOo-dev ସଂସ୍କରଣ ପାଇଁ ସଂସ୍କରଣ 3.2 ପୂର୍ବରୁ ଗୋଟିଏ ଅସଙ୍ଗତତା ଦର୍ଶାଇଥାଏ ଯଦି ଏହା ଆପଣଙ୍କର ଦୃଷ୍ଟି ଆକର୍ଷଣ କରିଥାଏ OOo-dev କୁ ଆବଶ୍ୟକ କରିବା ପାଇଁ।
OOo-dev ର ଏହି ସଂସ୍କରଣ ଆପଣଙ୍କର ତଥ୍ୟାଧାରକୁ ନୂତନ Berkeley କୁ ପରିବର୍ତ୍ତନ କରିଥାଏ ଯେତେବେଳେ ଅନୁଲଗ୍ନଗୁଡ଼ିକ ସ୍ଥାପିତ ହୋଇଥାଏ ଅଥବା କଢ଼ାଯାଇଥାଏ।ଏହି ପରିବର୍ତ୍ତନ ପରେ, ତଥ୍ୟାଧାରକୁ ଆଉ OOo-devର ପୂର୍ବ ସଂସ୍କରଣ ଦ୍ୱାରା ପଢ଼ିହେବ ନାହିଁ। ପୂର୍ବ ସଂସ୍କରଣକୁ ଅବନତି କରିବା ଦ୍ୱାରା ସ୍ଥାପନା ଅସଫଳ ହୋଇପାରେ।
ଯଦି ଆପଣ OOo-devର ଗୋଟିଏ ପୂର୍ବତନ ସଂସ୍କରଣକୁ ଅବନତି କରନ୍ତୁ, ତେବେ ଆପଣ ଚାଳକ ଡିରେକ୍ଟୋରୀକୁ କାଢ଼ିଦେବା ଉଚିତ {user data}/uno_packages, ଉଦାହରଣ ସ୍ୱରୂପ ~/.openoffice.org/3/user/uno_packages, ଏବଂ ସମସ୍ତ ଅନୁଲଗ୍ନଗୁଡ଼ିକୁ ପୁନସ୍ଥାପନ କରନ୍ତୁ।
SUNWzlib ପ୍ଯାକେଜ ଏହି ମୋଜିଲା ଠିକଣା ପୁସ୍ତକ ଚାଳକ ପାଇଁ ଦରକାର।ଏହି ପ୍ଯାକେଜ ନିମ୍ନ Solaris ପ୍ରଚାଳନ ତନ୍ତ୍ର ପ୍ରତିଷ୍ଠାପନର ଏକ ଅଶଂ ଅଟେ। ଯଦି ଆପଣଙ୍କର Mozilla ଠିକଣା ପୁସ୍ତକର ପ୍ରବେଶ ଦରକାର, ତେବେ ପ୍ରତିଷ୍ଠାପନ CDରୁ ଆଦେଶ "pkgadd" କୁ ଉପଯୋଗ କରି ଆପଣଙ୍କର ସୋଲାରିସ କାର୍ୟ୍ଯକରିବା ସିସ୍ଟମରେ ଏହି ପ୍ଯାକେଜକୁ ମିଶାଅ।
ଚେତାବନୀ: ସକ୍ରିୟ ଫାଇଲ ଅପରିବର୍ତ୍ତନୀୟ ଗୁଣ Linux NFS 2.0ରେ ବ୍ୟବହୃତ Solaris 2.5.1 ଏବଂ 2.7 ସହିତ ସମସ୍ୟା ସୃଷ୍ଚି କରିପାରେ। ଯଦି ଆପଣଙ୍କର ତନ୍ତ୍ର ପରିବେଶରେ ଏହି ପ୍ରାଚଳଗୁଡ଼ିକ ଅଛି, ଆମେ ବିଶେଷ କରି ପରାମର୍ଶ ଦେଉଅଛୁ ଯେ ଆପଣ ଫାଇଲ ଅପରିବର୍ତ୍ତନୀୟ ଗୁଣକୁ ବ୍ୟବହାର କରନ୍ତୁ ନାହିଁ। ଅନ୍ୟଥା, OOo-dev linux କମ୍ପୁଟରରେ ଗୋଟିଏ NFS ସ୍ଥାପିତ ଡ଼ିରେକ୍ଟୋରୀରୁ ଏହାକୁ ଖୋଲିବା ପାଇଁ ଚେଷ୍ଟା କରିବ।
OOo-dev ରେ ଥିବା ଅଭିଗମ୍ୟତା ବିଶେଷତାଗୁଡ଼ିକ ଉପରେ ଆଧିକ ସୂଚନା ପାଇଁ, http://www.openoffice.org/access/ କୁ ଦେଖନ୍ତୁ
ଉପୟୋଗକର୍ତ୍ତା ଉପୟୋଗକର୍ତ୍ତା ରେ ପାଇଁ ର ଦ୍ବାରା ପ୍ରତ୍ଯେକ ତଥ୍ଯ.
ମୂଖ୍ୟ ସମର୍ଥନ ପୃଷ୍ଠା http://support.openoffice.org/ OOo-dev ସହିତ ସହାୟତା କରିବା ପାଇଁ ବିଭିନ୍ନ ପ୍ରକାର ସମ୍ଭାବନା ପ୍ରଦାନ କରିଥାଏ। ଆପଣଙ୍କ ପ୍ରଶ୍ନକୁ ପୂର୍ବରୁ ଉତ୍ତର ଦିଆଥାଇପାରେ - http://user.services.openoffice.org ରେ ସମ୍ପ୍ରଦାୟ ସଙ୍ଘକୁ ଦେଖନ୍ତୁ କିମ୍ବା 'users@openoffice.org' ମେଲ ତାଲିକାକୁ http://www.openoffice.org/mail_list.html ରେ ଅଭିଲେଖ କରନ୍ତୁ। ବୈକଳ୍ପିକ ଭାବରେ, ଆପଣ ନିଜର ପ୍ରଶ୍ନକୁ users@openoffice.org କୁ ପଠାଇ ପାରିବେ।ସେହି ତାଲିକାକୁ କିପରି ଦେଖିବେ (ଗୋଟିଏ ଇମେଲ ଉତ୍ତର ପାଇବା ପାଇଁ) ତାହା ଏହି ପୃଷ୍ଠାରେ ବର୍ଣ୍ଣନା କରାଯାଇଛି: http://wiki.services.openoffice.org/wiki/Website/Content/help/mailinglists.
ଏବଂ http://wiki.services.openoffice.org/wiki/Documentation/FAQ. ଠାରେ FAQ ବିଭାଗକୁ ଦେଖନ୍ତୁ
OOo-dev ୱେବ ସାଇଟ IssueZilla କୁ ହୋଷ୍ଟ କରିଥାଏ, ଯାହା ହେଉଛି ତ୍ରୁଟି ଏବଂ ସମସ୍ୟାକୁ ଖବର କରିବାର ଉପାୟ। ଆମେ ସମସ୍ତ ଚାଳକମାନଙ୍କୁ ଏଥିରେ ସମ୍ପୃକ୍ତ ହେବା ପାଇଁ ଅନୁରୋଧ କରୁଅଛୁଏବଂ ଆପଣଙ୍କ ତନ୍ତ୍ର ପ୍ଲାଟଫର୍ମରେ ଦେଖାଦେଉଥିବା ସମସ୍ୟାଗୁଡ଼ିକୁ ଖବର କରିବା ପାଇଁ ସମ୍ପୃକ୍ତ ହୋଇଥାଏ। ସମସ୍ୟାଗୁଡ଼ିକୁ ଖବର କରିବା ମଧ୍ଯ ଗୋଟିଏ ଆବଶ୍ୟକୀୟ ସହଯୋଗ ଯାହାକି ଚାଳକ ସମ୍ପ୍ରଦାୟ ବିକାଶ ଏବଂ ଉନ୍ନତିରେ ଯୋଗଦାନ କରିଥାଏ।
OOo-dev ସମ୍ପ୍ରଦାୟ ଆପଣଙ୍କ ସକ୍ରିୟ ଯୋଗଦାନ ଫଳରେ ମୁକ୍ତ ଉତ୍ସ ପ୍ରକଳ୍ପରୁ ଲାଭଦାୟକ ହେବେ।
ଗୋଟିଏ ଉପୟୋଗକର୍ତ୍ତା ପରି,ଆପଣେ ପୂର୍ବରୁ ଏହି ଅନୁଚରବର୍ଗ ଉନ୍ନତି ପ୍ରକ୍ରିୟାରେ ଏକ ମୂଲ୍ଯବାନ ଅଶଂ ଅଟ ଏବଂ ଗୋଷ୍ଠୀ ପାଇଁ ଏକ ଦୀର୍ଘସ୍ଥାଯୀ ସାହାଯ୍ୟକାରୀ ହେବାକୁ ଦୃଶ୍ଯରେ ରଖି ଏକ ଅଧିକ ସଂକ୍ରିୟ ଭୂମିକା ନେବାକୁ ଆମେ ତୁମକୁ ପ୍ରୋତ୍ସାହନ କରିବାକୁ ଚାହୁଁଛୁ।ଦୟାକରି ଯୋଗଦିଅନ୍ତୁ ଏବଂ http://www.openoffice.org ଉପୟୋଗକର୍ତ୍ତା ପୃଷ୍ଠା ଯାଞ୍ଚକରନ୍ତୁ
ଏଠାରେ କିଛି ପ୍ରକଳ୍ପ ମେଲ ତାଲିକା ଅଛି ଯାହାକୁକି ଆପଣ http://www.openoffice.org/mail_list.html ଠାରେ କିଣି ପାରିବେ।
ଖବର: announce@openoffice.org *ସମସ୍ତ ଉପୟୋଗକର୍ତ୍ତାମାନଙ୍କୁ ସୁପାରିଶହୋଇଥିବା* (ହାଲୁକା ଯାତାୟାତ)
ମୂଖ୍ୟ ଚାଳକ ଫୋରମ: user@openoffice.org *easy way to lurk on discussions* (ଅତ୍ୟଧିକ ଯାତାୟାତ)
ମାର୍କେଟିଙ୍ଗ ପ୍ରୋଜେକ୍ଟ: dev@marketing.openoffice.org *ଉନ୍ନତି ବାହାରେ* (ଭାରି ହେବା)
ସାଧାରଣ ସଂକେତ ସାହାଯ୍ୟକାରୀ ତାଲିକା: dev@openoffice.org (ମଧ୍ଯମ/ଭାରି)
ୟଦି ଆପଣଙ୍କ ପାଖରେ ସଫଟ୍ଉଏର ଡିଜାଇନ କିମ୍ବା କୋଡିଙ୍ଗ ଅନୁଭୂତି ଅଛି ଏହି ଗୁରୁତ୍ବପୂର୍ଣ୍ଣ ଖୋଲା ମୂଳ ପ୍ରୋଜେକ୍ଟରେ ଆପଣେ ପ୍ରଧାନ ଆଶିଂକ ସାହାଯ୍ୟ କରିପାର।ହଁ,ଆପଣେ!
http://projects.openoffice.org/index.html ରେ କେତେକ ପ୍ରକୃତ ମୂଳ କୋଡିଙ୍ଗ ପ୍ରୋଜେକ୍ଟଗୁଡିକ ପାଇଁ ସ୍ଥାନୀୟକରଣ, ପୋର୍ଟିଙ୍ଗ ଏବଂ Groupware ରୁ ପ୍ରୋଜେକ୍ଟ ଗୁଡିକର ପରିସରଗୁଡିକୁ ଆପଣେ ପାଇବ। ଯଦି ଆପଣ ଏକ ବିକାଶକାରୀ ନୁହଁନ୍ତି, ତେବେ ମାର୍କେଟିଙ୍ଗ ପ୍ରୋଜେକ୍ଟ କିମ୍ବା ପ୍ରାମାଣ୍ଯ ଦଲିଲକୁ ଚେଷ୍ଟକର। ମାର୍କେଟିଙ୍ଗ ଖୋଲା ମୂଳ ସଫଟଉଏର ପାଇଁ ଉଭୟ ଗୁଏରିଲା ଏବଂ ପରମ୍ପରା ବାଣିଜ୍ଯ ସମ୍ବନ୍ଧୀୟ ଟେକନିକ ଗୁଡିକ OpenOffice.org ମାର୍କେଟିଙ୍ଗ ପ୍ରୋଜେକ୍ଟ ଲାଗୁକରୁଛି, ଏବଂ ଆମେ ଭାଷା ଏବଂ ସଂସ୍କୃତି ବାଧାଗୁଡିକୁ ଅତିକ୍ରମ କରି ଏହା କରୁଛୁ, ତେଣୁ ଶବ୍ଦକୁ ପ୍ରସାରିତକରି ଏବଂ ସାଙ୍ଗକୁ ଏହି ଅଫିସ ଅନୁଚରବର୍ଗ ବିଷଯରେ କହି ଆପଣ କେବଳ ସାହାଯ୍ୟ କରିପାରିବ।
ଆମେ ଆଶାକରୁଛୁ ଆପଣ ଏହି ନୂତନ OOo-dev 3.4 ସହିତ କାର୍ଯ୍ୟ କରିବାକୁ ଉପଭୋଗ କରୁଛନ୍ତି ଏବଂ ଆମ ସହିତ ଅନଲାଇନରେ ଯୋଗଦାନ କରିବେ।
ଓପନଅଫିସ.org ଗୋଷ୍ଠୀ
Portions Copyright 1998, 1999 James Clark. Portions Copyright 1996, 1998 Netscape Communications Corporation.